MENU

Fun & Interesting

ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ || Jagatsinghpur Murder Case || Family Dispute || Odisha Reporter

Odisha Reporter 1,588 7 days ago
Video Not Working? Fix It Now

ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ, ଜଗତସିଂହପୁରରେ ପାରିବାରିକ କାରଣରୁ ପଥରରେ ଛେଚିଛେଚି ହତ୍ୟା, ସଦର ଥାନା ଜୟବଡ଼ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅକୁ ଅଟକ ରଖିଲା ସଦର ଥାନା ପୋଲିସ, ଅଭିଯୁକ୍ତ ଯୁବକ +୨ରେ ପାଠ ପଢ଼ୁଥିବା ସୂଚନା । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Odisha #MurderCase #jagatsinghpur

Comment