MENU

Fun & Interesting

JANMASTAMI GAHANI - ଜନ୍ମାଷ୍ଟମୀ ଗାହାଣୀ (ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ) | Gita Dash | Sidharth Music

Sidharth Bhakti 3,616,789 5 years ago
Video Not Working? Fix It Now

କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ------------------------------------------------------------ Album : Janmastami Gahani Album No : SM - 3671 Lyrics : Dillip Jena Singer : Gita Dash Video Artist : Gita Dash Music Director : Traditional ------------------------------------------------------- ♪ Full Song Available on ♪ JioSaavn : Wynk : Gaana : Apple Music : Amazon Prime Music : iTunes : Spotify : ---------------------------------------------------------- Video Director : Abhaya Garanayak Camera : Rintu, Narendra & Bicky Editor : Balaram Thumbnail Design : Bikash,Tapan 3D Modeling : Adil Ali Khan Digital Grading : Shivananda Jena DI At : Sidharth Studio Recorded At : Sidharth Studio Voice Dubbing & Mixing By : Munna & Pappu Mastering By : Sitaram Agrawal & Swapnajit Sabath Producer : Sitaram Agrawal & Namita Agrawal Music Label : Sidharth Music Banner : Sidharth Music ----------------------------------------------------------- Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ------------------------------------------------------------ Watch & Subscribe to our other YouTube Channels: 👉 Sidharth Bhakti : https://www.youtube.com/c/SidharthBhakti 👉 Sidharth Music: http://www.youtube.com/c/SidharthMusic  👉 Sidharth TV : http://www.youtube.com/c/SidharthTV  👉 Namita Agrawal : https://www.youtube.com/c/NamitaAgrawal  -------------------------------------------------------------- Enjoy & stay connected with us! 👉 Like us on Facebook : https://www.facebook.com/sidharthBhaktiOdia/ --------------------------------------------------------------- #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Comment