MENU

Fun & Interesting

Jhara re rudhira । ଝରରେ ରୁଧିର । ଅନନ୍ତ ପଟ୍ଟନାୟକ । Ananta Pattnaik । Odia poem । Rajesh Satpathy

Video Not Working? Fix It Now

ସାହିତ୍ୟ ଚର୍ଚ୍ଚା କବିତା - ଝରରେ ରୁଧିର ସଂକଳନ - କିଞ୍ଚିତ୍ କବି - ଅନନ୍ତ ପଟ୍ଟନାୟକ ବ୍ୟାଖ୍ୟା - ରାଜେଶ ଶତପଥୀ କବି ଅନନ୍ତ ପଟ୍ଟନାୟକଙ୍କ ଜୀବନୀ - https://youtu.be/5VsBbzmkPbc 'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ । ହ୍ବାଟ୍ସ୍ଏପ୍ - https://wa.me/917894843558 ସାମାଜିକ ଗଣମାଧ୍ୟମ ରେ ଆମକୁ ଯୋଗାଯୋଗ କରନ୍ତୁ ଏବଂ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆହୁରି ଅଧିକ ମୂଲ୍ୟବାନ ପ୍ରସଙ୍ଗ ପାଇବା ପାଇଁ ଆମ ସହ ଜଡ଼ିତ ରୁହନ୍ତୁ । ନିମ୍ନ ଲିଙ୍କ୍ ଗୁଡ଼ିକରେ ଯାଆନ୍ତୁ । Email ID - [email protected] ଇନଷ୍ଟାଗ୍ରାମ (Instagram) - https://www.instagram.com/mahan_ama_matrubhasa?igsh=dWd2am52NDgzYXUy ଫେସବୁକ୍ ପୃଷ୍ଠା (Facebook page) - https://www.facebook.com/Mahanamamatrubhasa?mibextid=ZbWKwL ଫେସବୁକ୍ ଗୋଷ୍ଠୀ (Facebook group)- https://www.facebook.com/groups/916294081781547/ ଟେଲିଗ୍ରାମ୍ (Telegram) - https://t.me/mahanamamatrubhasa #odia #odisha #rajeshsatpathy #mahanamamatrubhasha

Comment