ମହାଲକ୍ଷ୍ମୀ ଯୁବକ ସଂଘ ତାର ଛୋଟ ବଡ଼ କଳାକାରମାନଙ୍କୁ ନେଇ ଦୀର୍ଘ ୭୨ ବର୍ଷ ହେଲା ନାଟ୍ୟ ମହୋତ୍ସବ ଅନୁଷ୍ଠିତ କରିଆସୁଛି, ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଦୁଇଗୋଟି ନାଟକ ପରିବେଷଣ କରାଯାଇଥିଲା ସେଥି ମଧ୍ୟରୁ
ପ୍ରଥମ ରଜନୀ ନାଟକ ୧୭/୧୦/୨୦୨୪_କାନ୍ଦେନା ଲୁହ ସରିଯିବ(ଯାତ୍ରା ଦୂର୍ଗାମନ୍ଦିର)
କଳାକାର - ଭବାନୀ ଶଙ୍କର (ଚନ୍ଦ୍ର),ବନବିହାରୀ (ସୂର୍ଯ୍ୟ),ଦେବାଶିଷ (ବାଦଲ),ବିଭୁ ପ୍ରସାଦ (ଅଗସ୍ତ୍ୟା),ନବ କିଶୋର(ଅମ୍ଳାନ),ଟୁଲୁ(ବାପା),ହିତେନ୍ଦ୍ର (ଚଗନ୍ ମାମୁଁ),ବିଭୁ ପ୍ରସାଦ(ଚୁଚୁମା),କଣ୍ଢେଇ (ସତିଆ),ଲୋରି (ରୁପଶ୍ରୀ),ଦୀପା(ଶ୍ରାବଣୀ),ପିଙ୍କୁ (ଗୀତା),ରୂପାଲୀ (ଚୁଚୁମି)
ଦ୍ୱିତୀୟ ରଜନୀ ୧୮/୧୦/୨୦୨୪- କଳଙ୍କ ମୋ ପାଇଁ ଚନ୍ଦନ ଟୋପା(ଧଉଳି ଗଣନାଟ୍ୟ)
କଳାକାର -ପ୍ରିତି ରଞ୍ଜନ (ବିବେକ),ନିହାର ରଞ୍ଜନ (ଆଶୁ),ଅକ୍ଷୟ କୁମାର (ମାନବ),ବିଭୁ ପ୍ରସାଦ (ଲାଲା),ପବିତ୍ର (ଅଂଶୁ),ବିଜୟ କୁମାର (ଜଗନ୍ନାଥ),ନବ କିଶୋର (ରୁଦ୍ର),ରମେଶ ଚନ୍ଦ୍ର (ବାଙ୍କବିହାରୀ),ଦୀପକ କୁମାର (ରଙ୍କ),ପିଙ୍କୁ (ତୁଳସୀ),ଲୋରି (ଶେଫାଳୀ),କଣ୍ଢେଇ (ଯଶୋଦା),ଦୀପା (କାଞ୍ଚି),ରୂପାଲୀ ( ଶିଖା )
ନିର୍ଦ୍ଦେଶନା - ସନ୍ତୋଷ କୁମାର ଖାଡେଙ୍ଗା
ସହ ନିର୍ଦ୍ଦେଶନା - ବିଜୟ କୁମାର ସ୍ବାଇଁ
ସହଯୋଗ - ମହାଲକ୍ଷ୍ମୀ ଯୁବକ ସଂଘ ର ସମସ୍ତ ସଦସ୍ୟ
ସଭାପତି-ଗଣେଶ ଚନ୍ଦ୍ର ପରିଡ଼ା
ସମ୍ପାଦକ - ତାପସ ରଂଜନ ସ୍ବାଇଁ
ନାଟ୍ୟ ସମ୍ପାଦକ - ଟୁଲୁ ପାତ୍ର
ଆଶୀର୍ବାଦ - ସମସ୍ତ ସଭ୍ୟବୃନ୍ଦ ଓ ଦର୍ଶକ ବନ୍ଧୁ
ମଞ୍ଚ ସଜା - ମା ତାରିଣୀ ଟେଣ୍ଟ ହାଉସ,ଜାମୁକୋଳି
ଆଲୋକ ଓ ଶବ୍ଦ - ଅଳକା ଚିତ୍ରାଳୟ,ଗଞ୍ଜାମ
ପ୍ରଚେଷ୍ଟା - ମହାଲକ୍ଷ୍ମୀ ଯୁବକ ସଂଘ ର ସମସ୍ତ ସଭ୍ୟ ବୃନ୍ଦ
ଭିଡ଼ିଓ ଓ କମ୍ପ୍ୟୁଟର ଇଫେକ୍ଟ- ps photography, bhubaneswar
ଯୋଗାଯୋଗ-9438535612
ନୃତ୍ୟ - abcd dance group,nayagargh
ଆଶୀର୍ବାଦ - ମା ମହାଲକ୍ଷ୍ମୀ
ଆପଣମାନଙ୍କ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ,ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ସଦାସର୍ବଦା ଆମ ଉପରେ ଏମିତି ରହିଥାଉ🙏