MENU

Fun & Interesting

Lila Madhuri 2 | ସମସ୍ତ ରୋଗ ନିବାରଣ ହେବ ଏହି ଭିଡିଓ ଦେଖିଲେ | Dr. Ashutosh Pr. Mishra | Jagannath Mahima

ODISHA 365 127,706 3 years ago
Video Not Working? Fix It Now

ମହାପ୍ରଭୁଙ୍କ ବ୍ୟାଧି ଲୀଳା, ଏହି ଭିଡ଼ିଓରେ ରହିଛି ମନୁଷ୍ୟର ସମସ୍ତ ବ୍ୟାଧି ନାଶ ହେବାର ଉପାୟ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ପ୍ରତ୍ୟହ ଜପ କରନ୍ତୁ। ମହାପ୍ରଭୁ କିପରି ବ୍ୟାଧିଗ୍ରସ୍ତ ହୁଅନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହେବେ, ଏଥିରେ ରହିଛି ମହାପ୍ରଭୁଙ୍କ ବ୍ୟାଧିଗ୍ରସ୍ତ ହେବାର ସମୂର୍ଣ୍ଣ ଘଟଣାବଳୀର ରହସ୍ୟ। ଭିଡ଼ିଓ ଶେଷରେ ରହିଛି ଏପରି ଏକ ସତ୍ୟ ଘଟଣା ଯାହା ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ, ହଁ ମହାପ୍ରଭୁ ଏଠି କଳିଯୁଗରେ ମାନବଲୀଳା ସମ୍ବରଣ କରୁଛନ୍ତି। #jagannathmahima #odisha365 #DrAshutoshPrasadMishra #jagannath #jagannathpuri

Comment