ଓଡିଶା ର ସମସ୍ତ ଚାଷୀ ଭାଇ ମାନଙ୍କୁ ନମସ୍କାର୍ । ଏହି Video ରେ ଆମେ ଝୁଡଙ୍ଗ ଚାଷ ବିଷୟରେ ଆଲୋଚନା କରିଛୁ । ଝୁଡଙ୍ଗ ଚାଷ କରି ଆପଣ ଭଲ ରୋଜଗାର କରି ପାରିବେ । ଏହି video ରେ ଆପଣ ଝୁଡଙ୍ଗ କୁ କେମିତି ଚାଷ କରି ପାରିବେ , ଝୁଡଙ୍ଗ ଚାଷ ର ସମସ୍ତ ବିବରଣୀ ପ୍ରଦାନ କରିଛୁ ।
In this video we have discussed about Long beans farming in odisha. Long beans farming in odisha is a good farming, if you know the right procedure of Long beans farming. Here we have discussed all the basics information of Long beans farming. Hope this video will help a little bit .
ତଳେ ଦିଆଯାଇଥିବା link କୁ click କରନ୍ତୁ ଏବଂ ଆମର Facebook Page କୁ like କରନ୍ତୁ ଏବଂ ସୁନ୍ଦର ସୁନ୍ଦର farming tips ପାନ୍ତୁ ।
https://www.facebook.com/efarmingodisha/