ଭୁବନେଶ୍ୱରର ଚିରଞ୍ଜିବ ସେଠୀ ଭାଇ ମହାପ୍ରଭୁଙ୍କ ପାଇଁ ବ୍ରହ୍ମକମଳ ଫୁଲ ନେଇ ଯାଉଥିବା ବେଳେ ଅଧାରେ ତାଙ୍କ ଗାଡିରୁ ତେଲ ସରିଗଲା, କେମିତି ମହାପ୍ରଭୁ ନେଲେ ସେ ଫୁଲ ଶୁଣନ୍ତୁ ଏହି ଅନୁଭୂତିଟି #lordjagannatha #jagannathdham #jagannathaanubhuti #anubhutirejagannath #jagannathadham