MENU

Fun & Interesting

କଲିମି ଆମ୍ବ ଚାରା କିପରି କରିବେ Mango Cleft grafting

KRUSHI SAMPADA 30,605 4 years ago
Video Not Working? Fix It Now

Arabinda Sahoo Krushi Sampada Mango Cleft grafting କଲିମି ଆମ୍ବ ଚାରା କିପରି କରିବେ ଆମ୍ବ ର ଚାରା ପ୍ରସ୍ତୁତ କରିବା ପାଇଁ Cleft grafting ଏକ ସହଜ ସଫଳ ଓ ସବୁଠାରେ ଆଦୃତ କଲମି ପଦ୍ଧତି ଏକ ଉର୍ଣ୍ଣତ କିସମ ର ସୁସ୍ଥ ସବଳ ରୋଗ ମୁକ୍ତ ଡାଳ ବା scion କୁ ଏକ ସାଧାରଣ ଆମ୍ବ ଚାରା ରେ ଯୋଡିବା କୁ grafting କୁହାଯାଏ ସାଧାରଣ ଗଛର ଆମ୍ବ ଟାକୁଆ 6-10ମାସର ବା କାଣି ଆଙ୍ଗୁଠି ମୋଟର ହୋଇଥିବା ଦରକାର ସେହିପରି Scion ବା ଡାଳ ଅଧିକ ଅମଳ କ୍ଷମ ସୁସ୍ଥ ଓ ନିରୋଗ ଓ ନିୟମିତ ଫଳ ଆସୁଥିବା ଭଲ କିସମ ର ହୋଇଥିବା ଦରକାର Grafting ଛୁରୀରେ ଆମ୍ବ ଚାରା ବା Root stock ମାଟି ଠାରୁ 30cm ଉପରକୁ ରଖି କାଟି ଦିଆଯାଏ ସେହିପରି Scion ର ତଳ ଭାଗ କୁ 3-5cm ଲମ୍ବର slope ହିସାବରେ 2କଡ଼ରୁ କଟାଯାଏ Scion କୁ root stock ରେ କଟାଯାଇଥିବା ସ୍ଥାନ ରେ ଯୋଡ଼ାଯାଏ ଓ ପ୍ଲାଷ୍ଟିକ ରେ ଭଲ ଭାବରେ ବନ୍ଧା ଯାଏ ତା ଉପରେ ଏକ polythene ଖୋଲ ଢାଙ୍କି ଦିଆଯାଏ ଅଦ୍ରତା ରକ୍ଷା କରିବା ପାଇଁ ପାଣି ସ୍ପ୍ରେ କରାଯାଏ 7-8ଦିନରେ Root stock ଓ Scion ଯୋଡି ହୋଇଥାଏ JAGARNNATH NURSERY Contact number : 9937148915 9937682816 Thank you Krushi Sampada WATCH NEXT: ଆମ୍ବ କଷି ଝଡ଼ିବା https://youtu.be/ku7NhM1-zag Leaf minor https://youtu.be/IE77dDhAB6k Waste Decomposer https://youtu.be/ivJ4xQrHymg Leaf curl https://youtu.be/-VcnJknff-Q #cleftgrafting #mangografting #grafting #ambakalami #ambachas #krushisampada #krushi #krusak #odia

Comment