ବିଜେଡିର ଖାସ ଥିଲେ, ଚାକିରି ଖାଇଥିଲେ !ଏବେ ରାସ୍ତାରେ || Mission Shakti || Bank Mitra || Odisha Reporter
ନୂଆ ସରକାରଙ୍କ ଉପରେ ବର୍ଷୁଛନ୍ତି ମିଶନଶକ୍ତିର ବ୍ଲକ ଲେବୁଲ ଫେଡେରେସନ୍ ଇସି ସଦସ୍ୟା ବିଷ୍ଣୁପ୍ରିୟା ଦାସ । ଏ ସେହି ପାଓ୍ବାରଫୁଲ ମିଶନଶକ୍ତି ମା, ଯିଏ କେବଳ ଟିଏ ଡିଏ ହଜାରେ ଟଙ୍କା ପାଇ ସରକାରଙ୍କ ପାଇଁ ଥିଲେ ବେଶ ଉତ୍ସର୍ଗୀକୃତ। ତାଙ୍କ କୃତଜ୍ଞତା ଏତେ ଥିଲା ଯେ ଏକଦା ମୟୂରଭଞ୍ଜର ବ୍ୟାଙ୍କ ମିତ୍ର ଭାରତୀ ସିଂହଙ୍କୁ ଚାକିରୀରୁ କାଢି ଦେଇଥିଲେ, ଯେ ନିଜ ହକ୍ ପାଇଁ ଧାରଣା ଦେବାକୁ ଆସି ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #missionshakti #ecmember #odisha #OdishaReporter