MENU

Fun & Interesting

mui natguru episode-4__ବରିଷ୍ଠ କଲା କାର ଭଗବାନ ଗୁରୁ ଙ୍କ ସହିତ ସାକ୍ଷାତକାର_kd koraputia

KD KORAPUTIA 209,180 3 years ago
Video Not Working? Fix It Now

mui natguru episode-4__ବରିଷ୍ଠ କଲା କାର ଭଗବାନ ଗୁରୁ ଙ୍କ ସହିତ ସାକ୍ଷାତକାର_kd koraputia ନମସ୍କାର ଦର୍ଶକ ବନ୍ଧୁ ମୁଁ ଆଜି ଏହି ଭିଡିଓ ରେ ଜଣେ ମହାନ୍ ବରିଷ୍ଠ କଳାକାର ଙ୍କ ସହିତ ସାକ୍ଷାତକାର କରିଛୁ ଏହି ସାକ୍ଷାତକାର ରେ ଆମେ ବହୁତ କିଛି ଜାଣିବାକୁ ପାଇଲୁ ଏବଂ ଆମେ ସାଂସ୍କୃତିକ କଲା ବିଷୟରେ ବହୁତ କିଛି ଜାଣିବାକୁ ମଧ୍ୟ ମିଳିଲା। ଏହି ବ୍ୟକ୍ତି ଜଣକର କଲା କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଗଲୁ, ତ ଦର୍ଶକ ବନ୍ଧୁ ଆପଣ ମାନେ ଏହି ଭିଡିଓ ଟି ଦେଖିଲେ ନିଶ୍ଚୟ ଜାଣିପାରିବେ। ତ ଦର୍ଶକ ବନ୍ଧୁ ଆମର ଏହି ଭିଡିଓ ଟି ଆପଣ ମାନଙ୍କୁ ଯଦି ଭଲ ଲାଗେ ତା ହେଲେ ଏହି ଭିଡିଓ ଟି କୁ ଲାଇକ୍ ସେୟାର କରନ୍ତୁ ଏବଂ ଆମର ଏହି ଚ୍ୟାନେଲ କୁ subscribe କରନ୍ତୁ। ଧନ୍ୟବାଦ୍ 🙏 🙏 ଜୟ ହିନ୍ଦ୍ ଜୟ କଲା ଏବଂ କଲାକାର 🙏 _____________________________________ Hello friends, today we have talked in front of you in this video with a person who will surprise you, the cultural art of that man is full of codes, we do not believe in ourselves. If it was happening, then brothers, you guys also watch this video and know something, we will keep bringing new videos like this for you, if you like the video, then please like share and subscribe to our channel. mui natguru episode playlist👇 https://youtube.com/playlist?list=PLkkDesoNpWZGB2FLxuH2y_Ss7mQNQtahJ my second blog channel👇 https://youtube.com/c/DesiaTVnew Facebook page👉https://www.facebook.com/KDkoraputia/ instagram id👉 Instagram.com/kd_koraputia #kd_koraputia #mui_natguru #bhagban_guru

Comment