ଘରେ କରନ୍ତୁ ଅଡ଼ୁଆ କୁଟାରେ ପାଳଛତୁ ଚାଷ।#mushroom #paddystrawmushroom #chhatu
ଅଡ଼ୁଆ କୁଟା ଦେଇ କେମିତ ଛତୁ ଚାଷ କରାଯାଏ ସେହି ବିଷୟରେ କହିଛି।
( flipcart,amazan ରୁ ଛତୁ ମଞ୍ଜି ପାଇ ପାରିବେ। ଆମ ସହ ଯୋଗାଯୋଗ କରନ୍ତୁ 7381217904 ମାର୍ଚ ଠାରୁ ଅକ୍ଟୋବର ମାସ ଭିତରେ ଆମେ ମଧ୍ୟ ମଞ୍ଜି ଦେଇ ଥାଉ)