MENU

Fun & Interesting

ଫଳ କେରେଟ୍ ରେ କରିପାରିବେ ଛତୁ ଚାଷ (ନିଜ ଘରେ)।#mushroom#palachhatu#paddystrawmushroom

Debanjana Gardening 845,226 1 year ago
Video Not Working? Fix It Now

ନୂଆ ଉପୟରେ ଛତୁ ଚାଷ (ନିଜ ଘରେ)।#mushroom#palachhatu#paddystrawmushroom ଏହି ଭିଡିଓ ନୂଆ ଉପୟାରେ ଛତୁ ଚାଷ କରିବା ଶିଖେଇଛି ଛତୁ ମଞ୍ଜି ଭଲ କି ଖରାପ୍ କେମିତି ଜାଣିବେhttps://youtu.be/sVJrwxd-vR0 ଯେଉଁ ମାନେ ଛତୁ ଚାଷ କରନ୍ତି ବା ବ୍ଲକ୍ hoticulture ସେଣ୍ଟର ରେ ଯୋଗା ଯୋଗ କରନ୍ତୁ ଛତୁ ମାଞ୍ଜିର ଠିକଣା ପାଇ ପାରିବେ ଏବଂ ମଞ୍ଜି ପାଇ ପାରିବେ। Flipkart, amazan ରୁ ମଞ୍ଜି ପାଇ ପାରିବେ। ଯଦି ଆପଣଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହେଇଥାଏ ଆପଣ ଅତି କମ୍ ରେ 60 ପିସ୍ ମଞ୍ଜି ନେବାକୁ ଚାହାନ୍ତି ତେବେ 7008384489 or 78734 30225 ରେ ଯୋଗାଯୋଗ କରନ୍ତୁ। ଅଳ୍ପ ମଞ୍ଜି ନେଲେ ତାଙ୍କ ପାଖକୁ ଯାଇ ଆଣିବା ପାଇଁ ପଡିବ।

Comment