ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦଣ୍ଡନାଚ ଏବେ ସାରା ଓଡ଼ିଶାରେ ପରିଚିତ। ରାଜ୍ୟର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଢଙ୍ଗ ଓ ନାଁରେ ଦଣ୍ଡନାଚ ପାଳନ କରାଯାଏ। ଆଜିର OTV PODCASTର ଅତିଥି ଜଣେ ବରିଷ୍ଠ ଦଣ୍ଡୁଆ। ପ୍ରଫୁଲ୍ଲ ମହାପାତ୍ର ଗଲା ୫୦ ବର୍ଷରୁ ଅଧିକ ସମୟ ଧରି ଦଣ୍ଡନାଚ ସହ ସଂପୃକ୍ତ । ମାଆ କାଳୀଙ୍କ ଏଇ ଯାତ୍ରାକୁ ସେ ଅଙ୍ଗେ ନିଭେଇଛନ୍ତି। କେମିତି ଦଣ୍ଡନାଚ ହୁଏ, ଏହା ପଛର କାହାଣୀ, ସତରେ କଣ ମାନସିକ ପୂରଣ ହୁଏ, ଏସବୁର ତଥ୍ୟ ପ୍ରମାଣ ଓ ଯୁକ୍ତି ସଙ୍ଗତ ଉତ୍ତର ରଖିଛନ୍ତି।
#OtvPodcast #PrafullaMohapatra #OtvNews #Dandanacha #Ganjam #odisha #MaaKali #Kali
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV