ନବାୟନ -୨୦୨୫ // Nabayana 2025 // ଦାଶ୍ୟାମସୁଂଦର ଦାଶ // ଗଂଜାମ // Suryodaya Literary Foundation, BBSR
#Nabapratibha #sahitya #youthicon #2025
*ନବ ପ୍ରତିଭା ନବ ଉନ୍ମେଷ, "ନବାୟନ -୨୦୨୫"*
ଏବର୍ଷର ନବ ପ୍ରତିଭା
ନାମ- ଶ୍ୟାମସୁଂଦର ଦାଶ
ପିତା- ହାଡ଼ୁବନ୍ଧୁ ଦାଶ
ମାତା- ସରୋଜନୀ ଦାଶ
ଜିଲ୍ଲା- ଗଂଜାମ
ଜନ୍ମ ତାରିଖ- ୧୦-୦୨-୨୦୦୦
*ନବ ପ୍ରତିଭା ନବ ଉନ୍ମେଷ, "ନବାୟନ -୨୦୨୫"*
ଏହି କାର୍ଯ୍ୟକ୍ରମ ୧୮ ବର୍ଷ ବୟସ ଠାରୁ ଆରମ୍ଭ କରି ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲେଖା ଲେଖି କରୁଥିବା ପ୍ରତ୍ୟେକ ଯୁବ ଲେଖକ ଲେଖିକା ମାନଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ସାହିତ୍ୟର ପ୍ରାୟ ସମସ୍ତ ଦିଗରେ ଯୁବ ପ୍ରତିଭା ମାନଙ୍କର ଦକ୍ଷତାର ବିକାଶ ପାଇଁ ଅନେକ ଗୁଡ଼ିଏ ପ୍ରତିଯୋଗୀତାମାନ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଯୁବ ପ୍ରତିଭା ମାନଙ୍କୁ ବାର୍ଷିକ ଉତ୍ସବରେ ବହୁ ବରିଷ୍ଟ ତଥା ଅଭିଜ୍ଞ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥାଏ।
ଏହି କାର୍ଯ୍ୟକ୍ରମ ବାବଦରେ ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ
9340045335
ସୌଜନ୍ୟ- ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ, ଭୁବନେଶ୍ୱର