NEW ODIA CHRISTMASS SONG 2024 || SE GUHALA KUNDARE || SUSANTA KHOSLA, PINTU, JHUNI, NAYAMI KHOSLA
NEW ODIA CHRISTMASS 2024
SINGER- SUSANTA KHOSLA, JHUNI KHOSLA, NAYAMI KHOSLA, PINTU KHORA
DANCE-CHANDINI, LISA, MAMALI, PRINCY, CHINGDI,SALINA MEGHA, JHUNI, NAYAMI
CHOREOGRAPHY -PINTU KHORA AND JHUNI
COSTUME DESIGN- NAYAMI KHOSLA
MUSIC AND LYRICS-Susanta khosla
JANAMILE DEKHA LYRICS :-
ଜନମିଲେ ଦେଖ ମୋ ଯୀଶୁ ରାଜା ଶିଶୁ ବେଶରେ
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
ହାଲେଲୁୟା ×2 ଗାଉଥା ମୋ ମନରେ.... ×2
*1)) ମୋ ଯୀଶୁ ଜନମିଲେ ... ମୋ ତ୍ରାଣକର୍ତ୍ତା ହେଇ.....
ମୋ ଯୀଶୁ ଜନମିଲେ.... ଆଲୋକ ଦେବା ପାଇଁ....
ମୋ ଯୀଶୁ ଜନମିଲେ ... ମୋ ତ୍ରାଣକର୍ତ୍ତା ହେଇ.....
ମୋ ଯୀଶୁ ଜନମିଲେ.... ମୋ ଶାନ୍ତି ଦାତା ହେଇ ....
ଜନମିଲେ ଦେଖ ମୋ ଯୀଶୁ ଖୁସି ସବୁରି ମନରେ....
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
ହାଲେଲୁୟା ×2 ଗାଉଥା ମୋ ମନରେ.... ×2
*2)) ମୋ ଯୀଶୁ ଦୟାବାନ ମୋ ଯୀଶୁ କ୍ଷମାବାନ....
ନାମ ତାଙ୍କ ସୁନ୍ଦର ... ପ୍ରେମ ତାଙ୍କ ଅପାର.....
ଆମକୁ ପ୍ରେମ କଲେ..... ଆମକୁ ଦୟା କଲେ..
ଭରି ଦେଲେ ଜୀବନ.... ଏ ମାଟିର କଣ୍ଢେଇରେ
ଜନମିଲେ ଦେଖ ମୋ ଯୀଶୁ କି ଆନନ୍ଦ ସର୍ଗରେ ....
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
କୁଆଁ କୁଆଁ ଶୁଭେ ଆଜି..... ସେ ଗୁହାଳ କୁଣ୍ଡରେ....
ହାଲେଲୁୟା ×2 ଗାଉଥା ମୋ ମନରେ.... ×2
instagram viral song
youtube christian viral song
#jhuni khosla
# christian reels viral song
new odia christmass 2024
gautha mo manare Christian song
Susanta khosla viral video song
Susantakhosanewsongs
Susantakhoslafullhitsongs
New2022susantakhoslasongs
Susantakhoslahearttouchingsongs
#susantakhosla
#nayamikhosla
#jhunikhosla
#pintukhora
#sushantakhosla