ମମତାଙ୍କୁ ନବ କଳେବର କାଠ ଦେଲା କିଏ ? | Ramakrishna Das Mahapatra |Digha Jagannath Temple Controversy |OR
#ଦିଦିଙ୍କ_ଜଗନ୍ନାଥ_ମନ୍ଦିରରେ_ପୂଜା_କରି_କେତେ_ପାଇଲେ?
ଦିଘା ଜଗନ୍ନାଥ ମନ୍ଦିରକୁ ନେଇ ଗୋଟିଏ ପରେ ଗୋଟାଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଖୋଦ୍ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନ୍ ନିଆଁ ଲାଗାଇ ଦେଇଛି। ସାଢେ ୪ କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦାରୁ କାଠ ଦିଘା ଯାଇଛି, ଆଉ ସେଇ ପବିତ୍ର ଦାରୁରେ ଦିଅଁଙ୍କ ପ୍ରତିମା ତିଆରି ହୋଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter #OdishaReporter #ramakrushnadasmohapatra #DighaJagannathTemple #puri #sevayat #darukatha