MENU

Fun & Interesting

ବିଜେଡିକୁ ଝଟକା... ପଦ ହରାଇଲେ ମହାକାଳପଡା ବ୍ଲକ ଅଧ୍ୟକ୍ଷା | Odisha Reporter

Odisha Reporter 19,888 1 day ago
Video Not Working? Fix It Now

ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡିଲା ୪୯ ଭୋଟ l ଫଳରେ କଳ୍ପନା ରାଉତ ନିଜ ପଦ ହରାଇଛନ୍ତିl ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଅଧିବେସନରେ ଅନାସ୍ଥା ପ୍ରସ୍ତାବ ଉପରେ ମତଗ୍ରହଣ କରାଯାଇଥିଲାl Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Mahakalapada #Kendrapada #Odisha #BJD #BJP #odishareporter

Comment