MENU

Fun & Interesting

Odisha CM Mohan Majhi II ସରକାର କରିବେ ୨.୨୫ ଲକ୍ଷ ଘର: ୭ ହଜାର ୫୫୦ କୋଟି ବରାଦ କରିଛନ୍ତି ମୋହନ ସରକାର

Reporters Today 86,831 2 weeks ago
Video Not Working? Fix It Now

#reporterstoday Odisha CM Mohan Majhi II ସରକାର କରିବେ ୨.୨୫ ଲକ୍ଷ ଘର: ୭ ହଜାର ୫୫୦ କୋଟି ବରାଦ କରିଛନ୍ତି ମୋହନ ସରକାର ରାଜ୍ୟ କ୍ୟାବିନେଟରେ 11ଟି ପ୍ରସ୍ତାବରେ ମୋହର ବାଜିଛି | ଏଣିକି ଅନ୍ତଦ୍ୱୟ ଗୃହ ଯୋଜନା ରେ ପକ୍କା ଘର ଯୋଗାଇବେ ମୋହନ ସରକାର | ପ୍ରାକୃତିକ ଓ ମନୁଷ୍ୟକୃତ କ୍ଷତି, ସରକାରୀ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ପରିବାରଙ୍କୁ ମିଳିବ ଏହି ପକ୍କା ଘର |ତିନି ବର୍ଷରେ 2 ଲକ୍ଷ 25 ହଜାର ଘର କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଘର ଭଳି ଏଥିରେ ମଧ୍ୟ 1ଲକ୍ଷ 20 ହଜାର ଟଙ୍କା ହିତାଧିକାରୀଙ୍କୁ ମିଳିବ | #odisha #cmodisha #statecabinet #pmawasyojana #awasyojana #odishagovt Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism. 🔺🔺🔺 Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society. 🔺🔺🔺 “ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ। 🔺🔺🔺 👇SUBSCRIBE NOW !!! 👇 🔥🔥🔥 https://bit.ly/3PVNxLH 🔥🔥🔥 🔴Visit Our Website: https://odianews.reporterstoday.com/ 🔴Read our daily newspaper "Mahabharata”:- https://mahabharataepaper.com/ 🔴YouTube: https://www.youtube.com/c/ReportersToday 🔴Facebook: https://www.facebook.com/ReportersTodayOfficial 🔴Twitter: https://twitter.com/reporterstodays 🔴Instagram: https://www.instagram.com/reporters_today 🔺🔺🔺

Comment