MENU

Fun & Interesting

ଟ୍ରମ୍ପଙ୍କ ଅତ୍ୟାଚାର: ବରଦାସ୍ତ କରିବନି ଭାରତ | Odisha Reporter

Odisha Reporter 58,120 6 days ago
Video Not Working? Fix It Now

ବିନା ପ୍ରମାଣପତ୍ରରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସ୍ବଦେଶ ପଠାଇବା ବେଳେ ଟ୍ରମ୍ପ୍ ପ୍ରଶାସନ ଭୁଲିଗଲା ମାନବିକତା। ୟୁଏସଏରେ ବେଆଇନ୍ ଭାବେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କୁ ବିଦା କରିବାକୁ ଆମେରିକା ସରକାର ଚଳାଇଥିବା ଅଭିଯାନରେ ସ୍ବଦେଶ ଫେରିଛନ୍ତି ୧୦୪ ଭାରତୀୟ। ତେବେ ଟେକ୍ସାସରୁ ଅମୃତସର ଯାଏଁ ବିମାନରେ ଆଣିବା ବେଳେ ସେମାନଙ୍କୁ ଯେଭଳି ବର୍ବରୋଚିତ ବ୍ୟବହାର କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #trumpaction #america #IllegalImmigrant #prabasibharatiya

Comment