MENU

Fun & Interesting

ଫଟୋ ଦେଖାଇ ସାରଦାଙ୍କୁ ଟାର୍ଗେଟ କଲା ବିଜେଡି | Odisha Reporter

Odisha Reporter 548 7 hours ago
Video Not Working? Fix It Now

ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜଣେ ସ୍ୱାଧୀନ ବିଧାୟକ ମହଙ୍ଗାରେ ବିଜୁ ବାବୁଙ୍କ ମୁଣ୍ଡ ଗଣ୍ଡି ଅଲଗା କଲେ । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ନ୍ୟାୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣରେ ବସିଲେ । ଦୁର୍ବୃର୍ତ୍ତଙ୍କ ସହ ବିଧାୟକଙ୍କ ଫଟୋ ରହିଛି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ ##OdishaReporter #mahangaincident #leninmohanty #BijuPatnaik #saradapradhan

Comment