MENU

Fun & Interesting

ମନ୍ଦିର ଗଢ଼ିଦେ, ମୁଁ ଜ୍ୱର ଭଲ କରିବି...| Odisha Reporter

Odisha Reporter 4,025 9 hours ago
Video Not Working? Fix It Now

ନିଶାର୍ଦ୍ଧ ରାତିରେ କାହାର ଶୁଭିଲା କଅଁଳ ସ୍ୱର । କିଏ ଦୁଃଖୀ କଣ୍ଠରେ କହିଲା 'ଗୋପୀନାଥ ପୁଅ ହୋଇ ମାଆକୁ ଚିହ୍ନିପାରୁନୁ, ମୁଁ ଜରାଜୀର୍ଣ୍ଣ ହୋଇ ପଡ଼ିଛି ମୋତେ ଉଦ୍ଧାର କର, ତୋ ଅଞ୍ଚଳରେ ଜ୍ୱର ରୋଗ ଭଲ କରିବି' ବାସ୍ ସେବେଠାରୁ ମାଆ ପୂରଣ କରୁଛି ଭକ୍ତର ମନୋକାମନା...ଶୁଣନ୍ତୁ ମାଆଙ୍କ ଉତ୍ପତିର ଲୋମଟାଙ୍କୁରା କାହାଣୀ... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #odishareporter #OdishaReporter #maaukulei #Astaranga #devotional #goddess #Mystery #odiastory

Comment