MENU

Fun & Interesting

ବିଧାନସଭା ଭିତରେ ପଶିଗଲେ ପାଣ୍ଡିଆନ ! || Odisha Assembly Budget Session ||Jaynarayan Mishra ||OR

Odisha Reporter 161,482 4 days ago
Video Not Working? Fix It Now

ବିଧାନସଭା ଭିତରେ ପଶିଗଲେ ପାଣ୍ଡିଆନ ! || Odisha Assembly Budget Session ||Jaynarayan Mishra ||Odisha Reporter ବିଧାନସଭାରେ ପାଣ୍ଡିଆନଙ୍କ ପାଇଁ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର, ଗୃହରେ ଯେଉଁ ବିସ୍ଫୋରଣ ମନ୍ତବ୍ୟ ରଖିଲେ , ତାହା ବିଜେଡି ନେତାଙ୍କୁ ବିଚଳିତ କରିଥିବା ଜଣାପଡିଛି। ସେ ରୋକଠୋକ କହିଛନ୍ତି, ପାଣ୍ଡିଆନଙ୍କ ମନ୍ତ୍ରଣାରେ ଗୃହ ବନ୍ଦ କରିବାକୁ ବିଜେଡି ବିଧାୟକ ଚାହୁଁଛନ୍ତି। ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଜୟନାରାୟଣଙ୍କ ଆଲୋଚନା ବେଳେ ଏମିତି କିଛି କଥା ତାଙ୍କୁ କହିଥିବା ସେ କହିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #bjd #pandian #assembly #bjdbjp #odisha #OdishaReporter

Comment