MENU

Fun & Interesting

ମାନିଲା ବିଜେଡି, ଗାଦିରୁ ହଟେଇ ଦେଲେ ମହିଳା | Odisha Reporter

Odisha Reporter 65,739 lượt xem 4 days ago
Video Not Working? Fix It Now

#ବିଜେଡି_ହାରିବା_ପଛରେ_ମହିଳାଙ୍କୁ_ଦୋଷ_ଦେଲେ_ପ୍ରମିଳା
5 ହଜାର 10 ହଜାର ନେଲ, ଆମକୁ ଭୁଲିଗଲ। କେବଳ ମହିଳାଙ୍କ ପାଇଁ ବିଜେଡି ହାରିଲା। ମହିଳା ଦିବସରେ ଏମିତି କିଛି କହି ସିଧା ବାଣ ମାରିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲିକ। ମହିଳାମାନେ ହାତ ଛାଡ଼ିଦେବାରୁ ୨୦୨୪ ନିର୍ବାଚନ ହାରିଲା ବିଜେଡି । ଏକଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #bjd #bjdpolitics #womenvotecard #Odisha #OdishaReporter

Comment