MENU

Fun & Interesting

OR BIG EXPOSE... ରାଜଧାନୀରେ ମାଡି ବସ ଘର ପାଅ | PM Awas Yojana Scam Bhubaneswar | BMC | Odisha Reporter

Odisha Reporter 37,291 1 month ago
Video Not Working? Fix It Now

ଏ ହେଉଛନ୍ତି ଭୁବନେଶ୍ଵର ୪୯ ନମ୍ବର ୱାର୍ଡ ଫୁଲେଶ୍ୱରି ବସ୍ତିର ସବିତା ସାହୁ। ଭୁବନେଶ୍ଵର ପାତ୍ରପଡ଼ାରେ ତାଙ୍କ ନାଁରେ ଜମି ରହିଛି। 22 ଲକ୍ଷ ଟଙ୍କା ଦେଇ ୨୦୨୧ ମସିହାରେ ଏହି ଜମି କିଣିଥିଲେ। ନିଜସ୍ବ ଜମି ଥାଇ ବି ତାଙ୍କୁ ମିଳିଛି ଜାଗା ମିଶନରେ ଘର। OR BIG EXPOSE... ରାଜଧାନୀରେ ମାଡି ବସ ଘର ପାଅ | PM Awas Yojana Scam Bhubaneswar | BMC | Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #JagaMission #Bhubaneswar #Odisha #News #Update #odishareporter

Comment