Parasa na dele nadiya by [saswati mishra]with lyrics// ପରସ ନ ଦେଲେ ନଦିଅ ପ୍ରଭୁ ହେ //
Joy guru
Video source - channel of satyaranjan pradhan
(E satya}
At bhubaneshwara satsang vihar..
a beautiful song by saswati Mishra.
Lyrics :
ପରସ ନଦେଲେ ନ'ଦିଅ ପ୍ରଭୁହେ
ଅନୁଭବ ଟିକେ ଦିଅ.
ସେ ପରମ ସୁଖ ଅପୂର୍ବ ପୁଲକ
ହରି ନିଅ ସବୁ ମୋହ...
ସେଇ ଅନୁଭବ ଦିଅ (ପ୍ରଭୁ}
ଜନମ ଦେଇଛ କରମ ଦେଇଛ
ଯାହା ମୋର ଲୋଡ଼ା ସବୁ ତ ଦେଇଛ..
ତଥାପି କାହିଁକି ବାରବାର ମୋର...
ଝରି ଯାଏ ଆଖି ଲୁହ....
ସତ କରି ମୋତେ କୁହ.. (ପ୍ରଭୁ)
ଜଗତ ଠାକୁର ପରମଇଶ୍ଵର
ଲୋଡ଼ା ନାହିଁ ମୋର ମାୟା ର ସଂସାର
ଯାହା ଲୋଡେ ମନ ନୁହେଁ ଚିରଦିନ
ଜାଣିତ ନୀରବ ରୁହ...
ସେ ପାଇଁ ମୋ ମାନେ କୋହ...
ତୁମେତ ସାକାର ତୁମେ ନିରାକାର
ତୁମେ ପରା ଶାହା ଦୁଃଖୀ ଜୀବନର
ହେ ସୁଖ ସାଗର କ୍ଷମା ଜଳଧର
ବିନ୍ଦୁଏ ବରଷି ଯାଅ..
ଧନ୍ଯ ମୋତେ କରି ଦିଅ..
Kindly support to this channel
Our previous video links
==========+==========
Tume anubhabara thakura by saswati mishra - https://youtu.be/h9XcYgnU7Fc.
Parasa na dele nadiya prabhu he by biswajit bhai - https://youtu.be/w0lqbf2TaBg
Copyright Disclaimer:
Under Section 107 of the Copyright Act 1976, allowance is made for 'Fair Use' for purposes such as criticism, comment, news reporting, teaching, scholarship, and research, Fair use is a permitted by copyright statute that might otherwise be infringing, Non-profit, educational or personal use tips the balance in favor of fair use.
#saswati
#satsangforever
#bhubaneswar
#mancheswara
#satsangviharbhubaneswar
#parasanadele
#odiajajan
#bhajan
#odiabhajan
#satsang
#anukulchandra #anukulachandrabhaja #bhajn #bhajamali #bhajansong #bhajanote #dayalthakur #thakur #thakuranukulchandra #ajitsursangeet #parasanadelenadiaprabhuhe
edting-Ajit Kumar mahanta