OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
ଓଡ଼ିଆ ସିନେମା ଜଗତର ଜଣେ ବହୁ ଚର୍ଚ୍ଚିତ ନାଁ ସବ୍ୟସାଚୀ ମିଶ୍ର। ଆଲବମ୍ ରୁ ସିନେମାକୁ ଆସିଥିବା ଆଉ ଜଣେ ହିରୋ। ୨୦୦୭ରୁ ପାଗଳ ପ୍ରେମୀ ଜରିଆରେ ସିନେମାରେ ଡେବ୍ୟୁ କରିଥିବା ସବ୍ୟ ଏଇ ଭିତରେ ଓଡ଼ିଆରେ ୪୦ରୁ ଅଧିକା ଫିଲ୍ମ ସହ ତେଲୁଗୁ, ବଙ୍ଗଳା ଭାଷାରେ ଅଭିନୟ କରିଛନ୍ତି। ସବୁବେଳେ ହସ ଖୁସି ମିଜାସ୍ ଆଉ ନିଜ ନିଆରା ଅଭିନୟ ଶୈଳୀ ପାଇଁ ଫ୍ୟାନ୍ ଙ୍କ ପାଖରେ ବେଶ୍ ପ୍ରଶଂସିତ ହେଇଛନ୍ତି ସବ୍ୟ। କରୋନା ପରେ ପରେ ଭାଙ୍ଗି ଯାଇଥିବା ଓଡ଼ିଆ ସିନେମା ଜଗତର ଅଣ୍ଟା କୁ ସଲଖି ଦେଇଥିଲା ସବ୍ୟଙ୍କ ସିନେମା ପୁଷ୍କରା। ଏଥିରେ ତାଙ୍କ ଅଭିନୟ ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏବେ ସବ୍ୟସାଚୀଙ୍କ ସିନେମା 'ଅନନ୍ତା' ପାଇଁ ସେ ଏବେ ଟିକିଏ ଅଧିକ ଚର୍ଚ୍ଚାକୁ ଆସିଛନ୍ତି। ଏଥର OTV PODCASTରେ ସବ୍ୟଙ୍କ ଜୀବନର ଅନେକ ଅକୁହା କଥା, ବ୍ୟଥା ଆଉ ଗୁମର ସେ ଖୋଲିଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଦ୍ଵିତୀୟ ବିବାହ, ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର, ମନୋଜ ମିଶ୍ରଙ୍କ ସହ ବିବାଦ ଭଳି ଅନେକ ଅଛପା କାହାଣୀକୁ ସେ ପ୍ରଥମ ଥର ପାଇଁ କ୍ୟାମେରା ଆଗରେ କହିଛନ୍ତି।
ଆଶା କରିବୁ ଏଇ ଅଧ୍ୟାୟ ଆପଣଙ୍କୁ ପସନ୍ଦ ଆସିବ, ଆପଣଙ୍କ ମତାମତ ଅପେକ୍ଷାରେ...
#otvpodcast #otv #otvnews #sabyasachi #odiafilm #sabyasachimishra #archita #manojmishra #ollywood #anantafilms
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV