MENU

Fun & Interesting

ବାହୁବଳୀ ବିଧାୟକଙ୍କ ଗୁମର ଖୋଲିଲା । Podcast with Prasanta Jagadev। Murder Jail Crime Politics ।

OTV Digital 63,546 3 weeks ago
Video Not Working? Fix It Now

#ବାହୁବଳୀ_ବିଧାୟକ_ପ୍ରଶାନ୍ତ_ଜଗଦେବ ଓଡ଼ିଶା ରାଜନୀତିର ଜଣେ ଟାଣୁଆ ବିଧାୟକ ପ୍ରଶାନ୍ତ ଜଗଦେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ବେଗୁନିଆରୁ ନିର୍ବାଚନ ଲଢିଥିଲେ। ସେବେ ନିର୍ବାଚନ ସିନା ହାରି ଥିଲେ କିନ୍ତୁ ପରେ ପରେ ବେଗୁନିଆ, ଚିଲିକା ଏବଂ ଏଥର ଖୋର୍ଦ୍ଧାରୁ ନିର୍ବାଚିତ ହୋଇଛନ୍ତି। ନିଜ ଛାତ୍ର ଜୀବନରୁ ବିବାଦ ଭିତରେ ଥିବା ଜଗଦେବ କେତେବେଳେ ତହସିଲଦାରଙ୍କ ସହ ମୁହାଁମୁହିଁ ପୁଣି କେତେବେଳେ ଗାଡ଼ି ଚଢ଼େଇ ଦେବା ପାଇଁ ବିବାଦକୁ ଆସିଛନ୍ତି। ଶେଷରେ ପାଣ୍ଡିଆନ୍ ଓ ତାଙ୍କ ଗୋଷ୍ଠୀ ସହ ବିରୋଧ ହେବା ପରେ ବିଜେପିରେ ସାମିଲ ହେଲେ। କିନ୍ତୁ ସେଥିରେ ବି ବିବାଦ ଥମିନି। ହେଲେ OTV PODCASTରେ ପ୍ରଶାନ୍ତ ଜଗଦେବ ଖୋଲିଛନ୍ତି କିଛି ଅକୁହା ରହସ୍ୟ। #PrashantaJagadev #Mla #Bjp #Bjd #OdishaPolitices #Khorda #OTV OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV

Comment