ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ ମୁଁ ଜଗନ୍ନାଥ ଆପଣଙ୍କୁ
ସ୍ୱାଗତ କରୁଛି ଆମ
dibya patha
YouTube
channel କୁ ପ୍ରବଚକ ବିଜୟ କୁମାର ଙ୍କ ମୁଖାରବିନ୍ଦରୁ ୧୨ ଜଣ ପରମ ବୈଷ୍ଣବୀ କିଏ ||
ପ୍ରକୃତ ସ୍ତ୍ରୀ କାହାକୁ କହିବା //
ଶିବଙ୍କ ବେକରେ ୧୦୭ ମୁଣ୍ଡ ମାଳ ଗୁଡ଼ିକ କାହାର ||
ଏ ସମସ୍ତ ତଥ୍ୟ ବିଭିନ୍ନ ବୈଦିକ ଗ୍ରନ୍ଥ || ଗୀତା ||
ଭାଗବତ || ପୁଥୀ || ପୁରାଣ || ଉପନିଷଦ ଏବଂ ମହାପୁରୁଷଙ୍କ ରଚନାବଳୀ ରୁ ସଂଗୃହିତ ||
{ କୌଣସି ତଥ୍ୟ କାଳ୍ପନିକ ନୁହେ}
ତା ସହିତ ଆମ dibya patha channel ରେ
ଦେଖିପାରିବେ || ନୃତ୍ୟ || ସଙ୍ଗୀତ|| କୀର୍ତ୍ତନ || ସାଙ୍ଗକୁ
ପ୍ରବଚନର ଆସର ||
ଜୟ ଜଗନ୍ନାଥ // ନମସ୍କାର
YouTube
Facebook