MENU

Fun & Interesting

`ମରିସସରୁ ଆସିଛୁ ପୂରା ଓଡ଼ିଶା ବୁଲିବୁ’ |Pravasi Bharatiya Divas 2025 | NRI |Bhubaneswar |Odisha Reporter

Odisha Reporter 55,320 1 month ago
Video Not Working? Fix It Now

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏଥିପାଇଁ ଚଳଚଂଚଳ ରାଜଧାନୀ। ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ୱର ସହର। ତେବେ ମରିସସରୁ ଆସିଥିବା କିଛି ଅତିଥିଙ୍କ ସହ ଆମେ ଭେଟିଥିଲୁ। ଶୁଣନ୍ତୁ କାର୍ଯ୍ୟକ୍ରମ ଏବଂ ଓଡ଼ିଶାକୁ ନେଇ କଣ କହିଥିଲେ ସେମାନେ... `ମରିସସରୁ ଆସିଛୁ ପୂରା ଓଡ଼ିଶା ବୁଲିବୁ’ |Pravasi Bharatiya Divas 2025 | NRI |Bhubaneswar |Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #PravasiBharatiyaDivas #Odisha #News #Update #Bhubaneswar #odishareporter

Comment