MENU

Fun & Interesting

କୋରାପୁଟରେ ପ୍ରିୟଙ୍କା ଚୋପ୍ରା || Priyanka Chopra || Koraput || Odisha Reporter

Odisha Reporter 104,888 23 hours ago
Video Not Working? Fix It Now

ସାଏଁ କିନା ଉଡିଗଲା ଗାଡି। ଆଉ ଏଇ ଗାଡିରେ ଉଡିଗଲେ ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଆଜ୍ଞା ହଁ.., ଏବେ ଏବେ ଓଡ଼ିଶା ପହଞ୍ଚିଛନ୍ତି ପ୍ରିୟଙ୍କା। କୋରାପୁଟର ତଳମାଳି ପାହାଡରେ ସୁଟିଂ ହେଉଛି ହାଇ ବଜେଟର ସାଉଥ୍ ଫିଲ୍ମ। ଯାହାର ଷ୍ଟାରକାଷ୍ଟରେ ସାମିଲ ଅଛନ୍ତି ପ୍ରିୟଙ୍କା ଚୋପ୍ରା। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #ssmb29 #Koraput #filmshooting #priyankachopra #maheshbabu

Comment