ଗାଳି ଖାଇବା ପରେ ସନା ଦୌଡିଲେ ମୋହନଙ୍କ ପାଖକୁ || Sana Mahakud || CM Mohan Majhi || Naveen Patnaik || OR
ସତେରେ ବଡ଼ ଟେନସନରେ ନବୀନ। ଆଗରୁ କିଏ କେଉଁଠି ମେଳି ବାନ୍ଧିଲେ ଫୋନ କରି ତାଗିଦ କରୁଥିବା ଖବର ଆସୁଥିଲା । ଏପରିକି କାହିଁକି ମେଳି କରୁଛ ବୋଲି ନବୀନ ଫୋନରେ କହୁଥିଲେ । ଖବର କାଗଜରେ ଏମିତି ପ୍ରତିଦିନ ଖବର ବାହାରୁଥିଲା। ହେଲେ ଲୋକେ ବିଶ୍ବାସ କରୁନଥିଲେ। ହେଲେ ବିଧାନସଭାରେ ନବୀନ ସନାଙ୍କୁ ଯେଉଁ ପ୍ରକାରରେ ପଚାରିଲେ ଲୋକେ ଏବେ ପୁରା ସତ ଭାବିଦେଲେଣି || Sana Mahakud || CM Mohan Majhi || Naveen Patnaik || Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #NaveenPatnaik #SanatanMahakud #BJD #BJP #Odisha #Politics #odishareporter