ସନାତନୀ ଓଡ଼ିଶାର ପ୍ରଥମ ସିନେମା ଯାହା ଧର୍ମ ପରିବର୍ତ୍ତନର ନଗ୍ନ ରୂପକୁ ବଡ଼ ପରଦାରେ ଦେଖାଇବାକୁ ଚେଷ୍ଟା କରିଛି , ତେଣୁ ସମସ୍ତ ହିନ୍ଦୁ/ସନାତନୀ ମାନଙ୍କୁ ଅନୁରୋଧ ଏହି ସିନେମାକୁ ଦେଖିବାକୁ ଯାଆନ୍ତୁ।
#sanatani #sanataniodiamovie #sanatanifilm
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ନିମ୍ନ ଲିଙ୍କ୍ ରେ ଦେଖନ୍ତୁ https://youtu.be/a4fAqT51aT8?si=LyuJvCLRVLMHoavv