ଯେନ୍ ସମିଆନେ ମହିଲାମାନଙ୍କୁ ଘରୁ ବାହାରକେ ଯିବାର୍ ଲାଗି ଅନୁମତି ନାଇଁ ମିଲୁଥାଇଁ ସେ ସମିଆନେ ସରସ୍ୱତୀ ପ୍ରଧାନ ଘରୁ ବାହାରିକରି ଶିକ୍ଷା କ୍ଷେତ୍ରନେ ସମାଜ୍ କେ ସାହାଯ୍ୟ କରବାର୍ ସାଙ୍ଗେ ସାଙ୍ଗେ ରାଜନୀତି ଭିଲ୍ କରଲେ। ଇହାନି ତାହାଙ୍କୁ 98 ବଛର୍ ହେଲା ନ, ହେଲେ ଭିଲ୍ ତାଙ୍କର୍ ପୂରନା ଦିନର୍ କଥା କେ ନାଇଁ ପାସରିଁ ମେଡମ୍। ଇହାନି ଭିଲ୍ ଗୁଟ୍ ଗୁଟ୍ କରି ସବୁ ସୁରତା କହୁଛୁନ୍ ମେଡମ୍। ଆଏଜ୍ ଆନ୍ତର୍ଜାତିକ ମହିଲା ଦିବସ୍ ନେ ପୂର୍ବତନ ଶିକ୍ଷା ମନ୍ତ୍ରୀ ସରସ୍ୱତୀ ପ୍ରଧାନଙ୍କର୍ ସାଙ୍ଗେ ବିଶେଷ୍ ସାକ୍ଷାତକାର୍।
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- https://www.facebook.com/Paharaa24x7/
YouTube- https://www.youtube.com/c/Paharaa24x7
Instagram- https://www.instagram.com/Paharaa24x7/
Twitter- https://twitter.com/Paharaa24x7
WhatsApp- 7205661076
Website- https://www.paharaa.com/
Thanks & Regards
www.Paharaa.com
#SaraswatiPradhan #Odisha #InternationalWomensDay2023 #WomensDay #WomenEmpowerment #TukelaPower #Paharaa
#Odisha #Paharaa