ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ ।[୪] ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥
Your children are the identity of your life, so surround that gem with good education. @GopalDasOdisha
🛑 Facebook : 👉👨💻 https://www.facebook.com/Gopaldassss
🛑 Instagram : 👉👨💻 https://instagram.com/gopaldassss
🛑 Twitter : 👉👨💻 https://twitter.com/gopaldasyoga
🛑 YouTube :👉👨💻 https://youtube.com/@GopalDasOdisha
#yubasanskar #ଯୁବ_ସଂସ୍କାର #bhaktibhabarebhagabata ଯୁବ ସଂସ୍କାର ସବୁବେଳେ ଯୁବପିଢି ମାନଙ୍କ ପାଇଁ କାର୍ଯ୍ୟ କରୁଛି କାରଣ ଯୁବପିଢି ହେଉଛନ୍ତି ଦେଶର ମେରୁଦଣ୍ଡ । ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ରେ କାର୍ଯ୍ୟକ୍ରମ ଚାଲିଛି ଓ ଚାଲିବ । ଆପଣଙ୍କ ପୁତ୍ର ସେବକ ଗୋପାଳ ଦାସ ।
ଅର୍ଗସ୍ ନ୍ୟୁଜ ରେ ୯୦୦ ଦିନ ଭାବରେ ଭାଗବତ କାର୍ଯ୍ୟକ୍ରମ ସେବକ ଗୋପାଳ ଦାସ ଙ୍କ ଦ୍ବାରା 👇
https://www.youtube.com/live/eond0SSZL6w?si=u9S2gR7Q444VteFm
#bhaktibhabarebhagabata
#prabachana #bhaktibhabarebhagabata #ଯୁବ_ସଂସ୍କାର #motivation #jagannath