MENU

Fun & Interesting

SHAPTA PAHACH-ODIA PALA(ଶପ୍ତ ପାହାଚ -ଓଡ଼ିଆ ପାଲା ||GAYAK YUBA SAMRAT NRUSHINGH CHARAN HOTA ||PART-5

B R MOVIES 362,203 6 years ago
Video Not Working? Fix It Now

Topic --SHAPTA PAHACH //Odia pala (ଶପ୍ତ ପାହାଚ -ଓଡ଼ିଆ ପାଲା ) Gayak yuba samrat Nrushingh charan Hota Bayak- Rabindra Kumar Das Sripalia- Hemant Kumar Nath Palia- Suresh Samal and Pabitra Behera #saptapahach#odiapala#nrushinghahota ^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^^ ଏହି ଭାଗରେ ଶ୍ରବଣ କୁମାର କୁ ଯେତେବେଳେ ରାଜା ଦଶରଥ ସାରବିଦ୍ଧ କଲେ ତାଙ୍କୁ ବ୍ରମହ ହତ୍ୟା ଦୋଷ ଲାଗିଲା ତେଣୁ ସେ ଗୁରୁ ବଶିଷ୍ଠ ଙ୍କ ଆଶ୍ରମରେ ଦୋଷ ର ପ୍ରତିକାର ପାଇଁ ପହଁଚିଲେ ଆଶ୍ରମ ରେ ବଶିଷ୍ଠ ନ ଥିଲେ ତାଙ୍କର ପୁତ୍ର ଶକ୍ତି ଥିଲେ ଶକ୍ତି ତାଙ୍କୁ ଉପଦେହଃ ଦେଲେ ଯେ ଯଦି ତିନି ବାର ରାମ ନାମ ଉଚ୍ଚାରଣ କରିବେ ତେବେ ତାଙ୍କର ଦୋଷ ମୋକ୍ଷ ହେବ ହେଲେ ଗୁରୁ ବଶିଷ୍ଠ ସେଠାରେ ପାହହିଁ ପୁତ୍ରକୁ ଅଭିଶାପ ଦେବା ନାୟରେ କହିଲେ ଯେ ଗୋଟିଏ ଥର ରାମନାମ ଯଥେଷ୍ଠ ବହୁତ ସୁନ୍ଦର ଭାବରେ ଗାୟକ ମହାଶୟ ବର୍ଣନା କରିଛନ୍ତି ଆସନ୍ତୁ ଦେଖିବା *********************************************************** ****** ► Like us on Face book : - https://www.facebook.com/biswaranjan.senapati.399 ► Follow us on Twitter : - https://twitter.com/search?q=brmovies0101%2C watch more videos in my related channel urmi entertainment url following- https://www.youtube.com/channel/UCuHj0Ih2YzyU5ppVOPPoWwA Web - www.brmovies.in ----------------------------------------------------------------------------------------- All the Copyright Reserved By B R MOVIES , if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.

Comment