ସଫଳଓଡ଼ିଆ ର 7th Episode ରେ ସମସ୍ତଙ୍କୁ ସ୍ୱାଗତ. ଆଜିର ପୋଡକାଷ୍ଟ ରେ ଆମ ସହିତ ଯେଉଁ ଅତିଥି ଅଛନ୍ତି ସେ ହେଉଛନ୍ତି- Engineer & Space Researchers Dr. Srikant Nayak | Mariland America |
ଆଜି ଆମେ କଥା ହେଵା ଜଣେ ସଫଳ ଓଡ଼ିଆଙ୍କ ସହିତ,
ଯେକି ନୀପାଟ ଗାଁ ବାଲିପାଟଣା ରୁ ଯାଇ ଆମେରିକା ରେ Space Researcher ଭାବେ କାମ କରିଆସୁଛନ୍ତି.ଆସନ୍ତୁ ଜାଣିବା ତାଙ୍କ ଜୀବନ ଯାତ୍ରା ସମ୍ୱନ୍ଧରେ. ଯେ କି ବିଶ୍ୱ ଓଡ଼ିଆ ସମ୍ମିଳନୀ ର ଆବାହକ ଅଛନ୍ତି ଓ ଦୀର୍ଘ 4 ଦଶନ୍ଧି ଧରି ଆମେରିକା ରେ ରହି ଆସୁଛନ୍ତି.ଆଶା କରୁଛି ଆପଣ ମାନେ ବହୁତ କିଛି ଶିଖିବେ ଓ ଜାଣିବେ.ଏବଂ ଆପଣଙ୍କ ମତାମତ କୂ ଅପେକ୍ଷା କରିଛୁ.
ନମସ୍କାର ଦର୍ଶକ ବନ୍ଧୁ,
ସଫଳ ଓଡ଼ିଆ ଚାନେଲ କୁ ମୁଁ ରବି ପ୍ରଧାନ ଆପଣକୁ ସ୍ୱାଗତ କରୁଛି ଯାହା ଓଡ଼ିଶାର -କଳା, ଭାଷା, ସହିତ୍ୟ, ସଂସ୍କୃତି, ସ୍ୱାସ୍ଥ୍ୟ, କ୍ରୀଡା, ଶିକ୍ଷା, ପର୍ଯ୍ୟଟନ, ପରିବେଶ, ଇତିହାସ,ଆଧ୍ୟାତ୍ମିକ ଓ ସଫଳ ବ୍ୟକ୍ତିତ୍ୱ ଉପରେ ପର୍ଯ୍ୟବେଷିତ, ମୁଁ ଆଶା କରୁଛି ଆପଣ ମାନେ ନିଶ୍ଚିତ ବହୁତ କିଛି ଶିଖିବେ ଓ ଜାଣିବେ..
Hello viewers,
This is Rabi Pradhan. Welcome to our “Safala Odia” podcast platform, which promotes stories of Odisha's art, language, culture, tourism, Health, Education, Sports, spirituality, and successful personalities. I hope you will surely learn and know a lot.
#space #odiapodcast #odisha #odia #safalaodia
__
Facebook @SafalaOdia
[email protected]