MENU

Fun & Interesting

ତାତି କଷ୍ଟ କମାଇବାକୁ କୃତ୍ରିମ ବର୍ଷା ||Special Arrangements For Animals In Nandankanan ||Odisha Reporter

Odisha Reporter 382,365 2 years ago
Video Not Working? Fix It Now

ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଲୋକେ ଆଉଟୁପାଉଟୁ, ଏଥିରୁ ଜୀବଜନ୍ତୁ ବା କେମିତି ବର୍ତ୍ତିବେ ? ନନ୍ଦନକାନନରେ ଥିବା ଜୀବଜନ୍ତୁ କିଭଳି ଖରାରୁ ମୁକ୍ତି ପାଇବେ ସେଥିପାଇଁ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଟାଇଁ ଟାଇଁ ଖରାରୁ ମୁକ୍ତି ପାଇଁ ତିଆରି ହୋଇଛି ଅସ୍ଥାୟୀ ସେଡ୍ । ପାଣି ସିଞ୍ଚନ କରାଯାଇ ପଷୁପକ୍ଷୀଙ୍କ ଉପରେ କୃତ୍ରିମ ବର୍ଷା କରାଯାଉଛି । ପାଣିରେ ଭିଜି ଭିଜି କିଚିରି ମିଚିରି ଶବ୍ଦ କରୁଛନ୍ତି ପକ୍ଷୀ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #Odisha #OdishaNews #OdishaReporter #NandanKanan #Bhubaneswar #ArtificialRain #HeatWave

Comment