MENU

Fun & Interesting

Spine Gourd farming in Odisha (Part-2) || କାଙ୍କଡ଼ ଚାଷୀଙ୍କ ସହ ସିଧା ସଳଖ କଥାବାର୍ତ୍ତା ।

E- farming Odisha 139,949 7 years ago
Video Not Working? Fix It Now

ଓଡିଶା ର ସମସ୍ତ ଚାଷୀ ଭାଇ ମାନଙ୍କୁ ନମସ୍କାର୍ । ଏହି Video ରେ ଆପଣ ମାନେ ସିଧାସଳଖ କାଙ୍କଡ଼ ଚାଷୀ ମାନଙ୍କ ପାଖରୁ କିଛି ଭଲ ଭଲ tips ପାଇ ପାରିବେ । କାଙ୍କଡ ଚାଷ ଏକ ଲାଭଦାୟକ ଚାଷ , ଏହି ଚାଷ କରି ଆପଣ ଭଲ ରୋଜଗାର କରି ପାରିବେ । କାଙ୍କଡ କୁ କେମିତି ଚାଷ କରା ଯାଏ , ଆମର ବହୁତ ଚାଷୀ ଭାଇ ଜାଣନ୍ତି ନାହିଁ । ତେଣୁ ଆଜି ଆମେ ଓଡିଶାର କାଙ୍କଡ ଚାଷରେ ଏକ ସଫଳତମ ଗାଁ କୁ ଯାଇ ସେହି ଗାଁ ର ଚାଷୀ ଭାଇ ମାନଙ୍କ ସହିତ କାଙ୍କଡ଼ ଚାଷ ବିଷୟରେ ଆଲୋଚନା କରିଛୁ । In this video we have discussed with some farmer of odisha about spine gourd farming. As we know day by day popularity of spine gourd farming is increasing. In odia we called this as “Kankada”. In this video you can find some important tips of spine gourd farming. Hope it will help . ତଳେ ଦିଆଯାଇଥିବା link କୁ click କରନ୍ତୁ ଏବଂ ଆମର Facebook Page କୁ like କରନ୍ତୁ ଏବଂ ସୁନ୍ଦର ସୁନ୍ଦର farming tips ପାନ୍ତୁ । https://www.facebook.com/efarmingodisha/

Comment