MENU

Fun & Interesting

Story Of 1764 II ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ II EP 4 II Kriya Yoga Ashram

WC Bhakti 103,053 3 years ago
Video Not Working? Fix It Now

Story Of 1764 II ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ II EP 4 II Kriya Yoga Ashram ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ ✽ Prabakta- Satyananda Das ✽ Produced By: Mahavatar Babaji Kriya yoga foundation Trust ✽ Edited By: WC BHAKTI other social links Instagram - https://www.instagram.com/wcbhakti/ Facebook - https://www.facebook.com/wcbhakti Youtube - https://www.youtube.com/channel/UCtxfatyHaWFoE76W9aGSTBg #Prabachan #SatyanandaDas #wcbhakti

Comment