MENU

Fun & Interesting

ମୁଣ୍ଡା ବା ଚାପା ପହଁଣା ଯାଆଁଳ | Stunted Carp Seed I Fish Yearling

Deba Samal 9,150 2 years ago
Video Not Working? Fix It Now

Stunted Carp Seed I Fish Yearling (8.18) Welcome to YouTube Channel Deba Samal About this video- Stunted Carp Seed I Fish Yearling When certain fish spawn, fry or fingerlings are reared in high density for a period of 6 to 12 months with a low feeding rate and in unfavorable environmental condition, the growth of fish seed is seized after certain stage and fish seeds remain as stunted or dwarf. In this situation though the phenotype growth hampers but the genetically growth potential remains for a period of 24 months. So when such type of stunted fish seeds get space, proper feed and better environmental condition, their growth can be compensated and these fish seeds can grow up to 700 gm to 1 kg in 5 to 7 months. ମୁଣ୍ଡା ବା ଚାପା ପହଁଣା ଯାଆଁଳ ଯେତେବେଳେ କିଛି ମାଛର ଗୁଣ୍ଡ ଯାଆଁଳ, ଫ୍ରାଇ ବା ଆଙ୍ଗୁଳିକା ଯାଆଁଳକୁ ଅଧିକ ଘନତ୍ୱରେ ବା ଜାମ କରି ଏକ ପୋଖରୀରେ କମ୍ ଖାଇବା ହାରରେ ଏବଂ ପ୍ରତିକୂଳ ପରିବେଶରେ ୬ ରୁ ୧୨ ମାସ ପର୍ଯ୍ୟନ୍ତ ପାଳନ କରାଯାଏ, ତେବେ ଏକ ପର୍ଯ୍ୟାୟରେ ମାଛ ଯାଆଁଳ ଗୁଡିକର ଆଉ ଅଭିବୃଦ୍ଧି ହୁଏ ନାହିଁ ଏବଂ ମାଛ ଯାଆଁଳ ଗୁଡିକ ଗେଡା ହୋଇ ରହି ଯାଆନ୍ତି । ଏହି ପରିସ୍ଥିତିରେ ଯଦିଓ ମାଛ ଯାଆଁଳଗୁଡିକର ଅଭିବୃଦ୍ଧି ଦୃଶ୍ୟମାନ ହୁଏ ନାହିଁ କିନ୍ତୁ ସେମାଙ୍କର ଆନୁବଂଶିକ ଅଭିବୃଦ୍ଧି ଗୁଣ ରହିଥାଏ । ଏହି ମାଛ ଯାଆଁଳଗୁଡିକୁ ମୁଣ୍ଡା ଯାଆଁଳ ବା ଚାପା ଯାଆଁଳ ବା ଦୋଚାରା ଯାଆଁଳ ବା ବର୍ଷିକିଆ ଯାଆଁଳ କୁହାଯାଏ । ତେଣୁ ଯେତେବେଳେ ଏହି ପ୍ରକାରର ମୁଣ୍ଡା ଯାଆଁଳ ବା ଚାପା ଯାଆଁଳଗୁଡିକୁ ବଡ ପୋଖରୀରେ କମ ମାତ୍ରାରେ ଛଡ଼ାଯାଏ, ଉପଯୁକ୍ତ ଖାଦ୍ୟ ଦିଆଯାଏ ଓ ଉନ୍ନତ ପରିବେଶରେ ଚାଷ କରା ଯାଏ, ସେତେବେଳେ ସେମାନଙ୍କର ପୂର୍ବରୁ କ୍ଷତି ହୋଇଥିବା ଅଭିବୃଦ୍ଧି ଶୀଘ୍ର ପୂରଣ ହୋଇଥାଏ ଏବଂ ଏହି ମାଛ ଯାଆଁଳଗୁଡିକ ୫ ରୁ ୭ ମାସ ମଧ୍ୟରେ ୭୦୦ ଗ୍ରାମରୁ ୧କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଯାନ୍ତି | #stuntedfishseed #yearlingfishseed #debasamal #stuntedgrowth #fishseed Disclaimer-Some contents are used for educational purposes under fair use. Copyright Disclaimer Under Section 107 of the Copyright Act 1976, allowance is made for “fair use” for purposes such as criticism, comment, news reporting, teaching, scholarship and research, Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use. All credit for copyright material used in the video goes to the respected owner.

Comment