MENU

Fun & Interesting

ମୋ ମାଲିକ ମୋତେ ଚାକିରୀ ଦେବେ କହି ମୋ ସହ..|| Suvichar||Heart touching story||Emotional Story||Gapa||

Odiastorycorner 2,155 12 hours ago
Video Not Working? Fix It Now

#emotionalstory #hearttouchingstory #fullepisode ନମସ୍କାର ବନ୍ଧୁଗଣ, ଆଜିର କାହାଣୀକୁ ସ୍ୱାଗତ । ମୋ ନାମ କବୀର୍ ଏବଂ ମୁଁ ଭୁବନେଶ୍ୱର ରେ ରହେ । ମୋ ସ୍ତ୍ରୀ ଙ୍କ ନାମ ମାଳତୀ ,ଏବଂ ତାଙ୍କ ବୟସ ୨୫ ବର୍ଷ ।ଆମର ବିବାହକୁ ୩ ବର୍ଷ ହୋଇଥିଲା । ମୋ ସ୍ତ୍ରୀ ଚାକିରି କରିଛନ୍ତି । ଗୋଟିଏ ଦିନ ମୋ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଗଲା ,ଏବଂ ସେ ଅଫିସ ରେ କାହାକୁ କିଛି ନଜଣାଇ ଛୁଟି ନେଇଥିଲେ । ତାଙ୍କ ସ୍ବସ୍ଥ୍ୟ କିଛି ଏପରି ଖରାପ ହୋଇଯାଇଥିଲା ଯେ ସେ ୧୦ ଦିନ ପାଇଁ ଅଫିସ ଯାଇପାରି ନଥିଲେ । #emotionalstory #hearttouchingstory #suvichar #kahani #kahaniya #moralstories #ownvoice #gapa #odianews #odiastory #fullepisode #odiacomedy #odia #odisha

Comment