ଜୟ ଜଗନ୍ନାଥ ମୋର ଭାଇ ଓ ଭଉଣୀ ମାନେ. ମୁଁ Nitish Kamila. ମୁଁ ବର୍ତ୍ତମାନ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଅଛି. ଦୀର୍ଘ ଦିନ ଧରି ଘର ଠାରୁ ଦୂରରେ ରହୁଛି. କିଛି କଷ୍ଟ କିଛି ସୁଖ ରେ ମୁଁ ମୋ ସାଙ୍ଗ ମାନଙ୍କ ସହ ରହୁଛି. ଆପଣ ମାନେ ଭାବିଲେ କି ଯେ ମୁଁ ମୋ ସ୍ତ୍ରୀ ସହ ରହିଥିବି 😃😁..ଚାଲନ୍ତୁ ଜାଣିବା ଯେ ମୋ ପ୍ରତିଦିନ ର ଜୀବନ ବିଷୟରେ..ଆଶା କରୁଛି ଯେ ମୁଁ ଆପଣ ମାନଙ୍କୁ ମୋ ଭିଡିଓ ମାଧ୍ୟମ ରେ ଖୁସି କରେଇ ପାରିବି. ଯଦି ଭିଡିଓ ଭଲ ଲାଗିବ ତେବେ like & Subscribe କରିବେ.🙏