MENU

Fun & Interesting

brahmagiri rama natak

brahmagiri rama natak

ନମସ୍କାର ଦର୍ଶକବନ୍ଧୁ ମୁ ବିପିନି ମହାରଣା
🙏 ଆପଣମାନଙ୍କୁ ବ୍ରହ୍ମଗିରି ରାମ ନାଟକ ତରଫରୁ ସ୍ୱାଗତ ଜଣାଉଛି 🙏



🔔ଆପଣମାନେ ଆମ ଚାନେଲ ଟିକୁ subscribe କରି ଦିଅନ୍ତୁ କାରଣ ଏହି ଚାନେଲ ରେ ରାମନାଟକ ଭିଡ଼ିଓ ସର୍ବ ପ୍ରଥମେ ଦେଖିପାରିବେ 🔔


🙏WEL COME 🙏
Brahmagiri rama natak

🙏 ରାମ ନାଟକ ଭିଡ଼ିଓ ଦେଖିବାକୁ ମିଳିଥାଏ

❤️ ଓଡ଼ିଶାରେ ହଜି ଯାଇଥବା କଳା ଓ ସଂକୃତି ବଜାୟ ରଖିବା ଆଉ ଲୋକମାନଙ୍କ ନିକଟରେ ପହଂଚାଇବା ଏହି ଚାନେଲ ମାଧମରେ ଛୋଟ ପ୍ରୟାସ ❤️

📸ଆପଣ ମାନଙ୍କ ଗାଁ ରେ ହେଇଥିବ ନାଟକ ଯଦି ଏହି chanel ମାଧମରେ ଛାଡିବାକୁ ଚାହୁଁଥିଲେ ଆମ ଫୋନ ନଂ 9776857106 7008332048 ଯୋଗାଯୋଗ କରିପାରିବେ 📸

Brahmagiri rama natak chanel ରେ ବିଭିନ୍ନ ପ୍ରକାରର ଦଣ୍ଡ ନାଚ. ପାଲା ସଂକୀତ୍ତର୍ଣ୍ଣ ରାମ ନାଟକ ମହାଭାରତ ନୂତ୍ୟ ଦେଖିପାରିବେ ଆପଣ ମାନେ chanel ଟିକୁ subscribe କରି ଦିଅନ୍ତୁ

ସ୍ଥାନ -ସାନବେଣାକୁଦି ବ୍ରହ୍ମଗିରି ପୁରୀ