MENU

Fun & Interesting

Satya Ki Aur

Satya Ki Aur

ଆମ ଜୀବନର ସମସ୍ତ ଦୁଃଖର କାରଣ ହଉଛି ଆମ ଭିତରେ ଥିବା ଅହମ୍(अहम)/ମେଁ(में)/ଅହଙ୍କାର(अहंकार).'ଅହମ୍' ବହୁତ ସାରା ବନ୍ଧନ,ମାନ୍ୟତା,ପରମ୍ପରା,ରୀତି,ନୀତିକୁ ଜାବୁଡି ଧରିଛି। ଆଉ ଏହି ସବୁ ବନ୍ଧନ,ମାନ୍ୟତା,ପରମ୍ପରାକୁ ପୂରଣ କରିବା ପାଇଁ ଜୀବନସାରା କଷ୍ଟ କରିଚାଲିଛି । ସେ ଭାବିନେଇଛି ଯେ ଏହି ସବୁକୁ ପୂରଣ କଲେ ହିଁ ତାକୁ ଶାନ୍ତି/ମୁକ୍ତି ମିଳିବ। अहम କୁ ଶାନ୍ତି/ମୁକ୍ତି କେବଳ ଆତ୍ମଜ୍ଞାନଦ୍ଵାରା ହିଁ ମିଳିପାରିବ। ତା ପାଇଁ ମୁକ୍ତି ହଉଛି ଏହି ସବୁ ବନ୍ଧନ,ମାନ୍ୟତା,ପରମ୍ପରା ରୁ ମୁକ୍ତି ହେଇକି ଆତ୍ମଜ୍ଞାନ ପାଇଁ ସମୟ କାଢ଼ିବା।

ଆମ ଜୀବନରେ ଦୁଃଖ-କଷ୍ଟ ଜନ୍ମଗ୍ରହଣ କରିବା କ୍ଷଣି ହିଁ ଆସି ଯାଉଛି। ବହୁତ ସାରା ବନ୍ଧନ ନେଇକି ଜନ୍ମ ହଉଛୁ। ଆଉ ଜନ୍ମ ବେଳୁହିଁ ବହୁତ ସାରା ବୃତ୍ତି( ହିଂସା,କ୍ରୋଧ,ଲୋଭ,ମୋହ,କାମନା)ନେଇକି ଜନ୍ମ ହଉଛୁ। ଏହି ସବୁଥୀରୁ ଆମକୁ ମୁକ୍ତି ଦରକାର। ଏହା ସତ୍ଯ(ଆତ୍ମଜ୍ଞାନ)ଦ୍ବାରା ହିଁ ସମ୍ଭବ । ସତ୍ଯ କୁ ଯଦି ଆମ ଜୀବନରେ ଆଣି ପାରିବା ତ ଜୀବନ ଯିଇଁବା ବହୁତ ସହଜ ହୋଇଯିବ। ତ ଜୀବନରେ ସତ୍ଯ କୁ ଆଣିବାକୁ ହେଲେ ନିଜ ଜୀବନ କୁ ଦେଖିବାକୁ ପଡିବ। ଏହା କେବଳ ଆତ୍ମଜ୍ଞାନ (Self Knowledge)ଦ୍ବାରା ହିଁ Possible ହୋଇପାରିବ। ଯାହାକୁ ଆମେ Advaita Vedanta-Bhagabad gita,Upanishads,Sant Vani ରୁ ହିଁ ପାଇପାରିବା। ତ ଏହି channel ଯରିଆରେ ସତ୍ଯ କୁ ଆପଣେଇବା।

Satya Ki Aur