ଓଁ ନମଃ ଭଗବତେ ଯଦୁ ନନ୍ଦନାୟ ସୁକାନ୍ତି ସୁତାୟ କେଶବ ଚନ୍ଦ୍ରାୟ 🙏🙏
➡️ଜଗତର ନାଥ ଆହେ ଜଗନ୍ନାଥ ତୁମରି କରୁଣା ଥାଉ 🙏
ଏଇ ଦୁନିଆରେ ଚାଲିବା ପାଇଁକି ତୁମ ଆଶୀର୍ବାଦ ରହୁ 🙏 ।।
➡️ ନୀଳାଚଳେ ପ୍ରଭୁ ତୁମେ ବିରାଜିତ
ଦାରୁବ୍ରହ୍ମ ରୂପ ହୋଇ ,
ପତିତପାବନ ବାନାକୁ ଦେଖିକି
ସଦା ଆଖି ରହେ ଲାଖି ।।
➡️ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।।
➡️ ଓଁ ନମଃ ଭଗବତେ ବାସୁଦେବାୟ 🙏 ⭕❕⭕
(ହରି ଓମ୍ ତତ୍ ସତ୍ )
00:00●━━━━━━━━━ 09:02
⇆ㅤㅤ◁ㅤㅤ❚❚ㅤㅤ▷ㅤㅤ