MENU

Fun & Interesting

SASU BOHU THALI

SASU BOHU THALI

ଜୟ ଜଗନ୍ନାଥ🙏
ଆପଣ ମାନଙ୍କର ଭଲ ପାଇବା 🥰ପାଇଁ ଅଶେଷ ଅଶେଷ ଧନ୍ୟବାଦ 🙏
ଓଡ଼ିଆ ଖାଦ୍ୟ ଆଉ ଓଡ଼ିଆ culture ବହୁତ ନିଆରା|ସେଥିପାଇଁ ଶାଶୁ ବୋହୂ ଥାଳି ଗୋଟେ ଛୋଟ ପ୍ରୟାସ ଆମ ପାରମ୍ପରିକ ଖାଦ୍ୟକୁ 🤤ଅତି ସହଜ ପ୍ରଣାଳିରେ ପରଷିବା ପାଇଁ lଆଗକୁ ଆପଣ ମାନଙ୍କ ପାଇଁ ଅଛି ଏମିତି ବହୁତ ବଢିଆ ବଢିଆ ରୋଷେଇ l@Sasubohuthali ରେ upload ହେଉଥିବା ଭିଡ଼ିଓ କୁ ସର୍ବ ପ୍ରଥମେ ଦେଖିବା ପାଇଁ ଭିଡ଼ିଓ ତଳେ ଥିବା ଲାଲ ରଙ୍ଗର SUBSCRIBE ରେ click କରନ୍ତୁ ଆଉ Notification bell କୁ🔔 on କରନ୍ତୁ l ଭିଡ଼ିଓ ଭଲ ଲାଗିଲେ କିମ୍ବା ଆପଣଙ୍କର ଉପକାର ରେ ଆସିଲେ Like👍 କରନ୍ତୁ ,ସୋସିଆଲ ମିଡ଼ିଆ ରେ share କରନ୍ତୁ ଏବଂ ନିଜର ମୂଲ୍ୟବାନ ଅନୁଭବ comment ବକ୍ସ ରେ ଲେଖନ୍ତୁ l ଆପଣ ମାନଙ୍କ ର ଭଲ ପାଇବା ଏମିତି ଆମ ସାଙ୍ଗରେ ରହିଥାଉ