ଜୟ ଜଗନ୍ନାଥ ସ୍ଵାମୀ ପ୍ରିୟ ଦର୍ଶକ ବନ୍ଧୁ ମାନଙ୍କୁ ମୋର ପ୍ରଣାମ ମୋର ଏହି ଚେନେଲ ଟି ଆଞ୍ଚଳିକ ଓ ପରମ୍ପରା କୁ ନେଇ, ଲୁପ୍ତହୋଇଯାଉଥିବା ଲୋକ କଳା ଓ ସଂସ୍କୃତିକୁ ଆପଣମାନଙ୍କ ଆଗକୁ ଆଣିବା ଓ ଆପଣ ମାନଙ୍କ ମନୋରଞ୍ଜନ କରିବା ତେଣୁ ଆପଣ ଙ୍କୁ ମୋର ବିଶେଷ ଅନୁରୋଧ ଚେନେଲ କୁ subscribe କରି ଦିଅନ୍ତୁ। ଧନ୍ୟବାଦ୍।🙏🏻🙏🏻🙏🏻