MENU

Fun & Interesting

Prafulla Official

Prafulla Official

ଜୁହାର ଆଜ୍ଞା ମୋନ୍ ମୁଇ ତୋମର ସାନ ଭାଇ ପ୍ରଫୁଲ୍ଲ ଖୋରା। ମୋର ଆଶା ଆଉ ଭରଷା ଯେ, ଆପଣ ମାନେ ସମସ୍ତେ ଆମର YouTube Channel କୁ ବହୁତ ମାତ୍ରା ରେ ସପୋର୍ଟ କରିବେ।

ଆମର YouTube Channel ରେ ନୂଆ ନୂଆ କୋରାପୁଟିଆ ଗୀତ ଓ album video ଦେଖିବାକୁ ପାଇବେ।

ଏଇଥି ପାଇଁ ଆମର ପ୍ରଫୁଲ୍ଲ ଅଫିସିଆଲ୍ YouTube Channel କୁ ବହୁତ ମାତ୍ରା ରେ ଭଲପାଇବା ଓ ସହଯୋଗ କରନ୍ତୁ।

Like Share Subscribe କରିବାକୁ ଜମାରୁ ଭୁଲିବେ ନାହିଁ।