ସମସ୍ତଂକୁ ନମସ୍କାର ଏଵଂ ସ୍ୱାଗତ ମୋ Youtube channel କୁ ।ଆପଣମାନଂକ ଭଲପାଇବା ସବୁବେଳେ ମୋ ଉପରେ ଥାଉ।ମୋ channel ମାଧ୍ଯମରେ ବହୁତସାରା ଆମ କୋରାପୁଟିଆ ଦେଶିଆ ନାଟକ ଭିଡ଼ିଓ ଏବଂ ବିଭିନ୍ନ ପର୍ବପର୍ବାଣି ଭିଡ଼ିଓ ଦେଖିବାକୁ ପାଇବେ।ମୋ Channel ଟି ମନୋରଂଜନ ପାଇଁ ଧନ୍ଯବାଦ୍ ।ଯଦି ଭିଡ଼ିଓ ଗୁଡ଼ିକ ଭଲ ଲାଗିଲେ Please Like,comment, share and Subscribe my channel. @Malyabanta tvThank you keep supporting me guys 🙏🙏🙏🙏