ମୁଁ ପ୍ରଭାସିନୀ ଦାଶ (ଓଡିଆ ଅଧ୍ୟାପିକା S.G.M College, DAV PUBLIC SCHOOL ରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟକରି ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଧୀନରେ asst. teacher ରୂପେ କାର୍ଯ୍ୟ କରୁଅଛି l ) (M.A,B.ed,CTET,OSSTET )
ଏହି ଯେଉଁ ଭିଡ଼ିଓ ପ୍ରସ୍ତୁତ କରିବାର ପ୍ରାୟାସ କରୁଛି ତାହା ସମସ୍ତ compitative ପରୀକ୍ଷା ପାଇଁ ଉପଯୋଗୀ ହେବ l ଯଥା - OSSTET, OTET, OPSC, OSSC, J.T, SSB,OAVS, UGC NTA NET, ASO, PG ENTRANCE, CT, B. ED ENTRANCE ଅନ୍ୟାନ୍ୟ ଓଡ଼ିଆ ନିଯୁକ୍ତି ମୂଳକ ପରୀକ୍ଷା ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ l